Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ପଟ୍ଟନାୟିକିଆ ତଳପଡା ବାଲିସାହି ରେ ବ୍ରାଉନ ସୁଗାର ବିକ୍ରି କରି ଅବକାରୀ ପୋଲିସ ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l

Puri M, Puri | Aug 30, 2025
ପଟ୍ଟନାୟିକିଆ ତଳପଡା ବାଲିସାହି ରେ ବ୍ରାଉନ ସୁଗାର ବିକ୍ରି କରି ଅବକାରୀ ପୋଲିସ ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଗିରଫ ଅଭିଯୁକ୍ତ ହେଲେ ପଟ୍ଟନାୟିକିଆ ତଳପଡା ବାଲିସାହିର ଚକ୍ରଧର ବେହେରା 55 ଗ୍ରାମ ବ୍ରାଉନ ସୁଗାର ଜବତ ଯାହାର ମୂଲ୍ୟ 5 ଲକ୍ଷ ଟଙ୍କା ଅନୁମାନ କରାଯାଇଛି l ଅଭିଯୁକ୍ତ ନିଜ ସାହିରେ ବ୍ରାଉନ ସୁଗାର କାରବାର କରୁଥିଲା ଖବର ପାଇ ଅବକାରୀ ପୋଲିସ ଘଟଣା ସ୍ଥଳରେ ଚଢ଼ାଉ କରି ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି l
Read More News
T & CPrivacy PolicyContact Us