Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଚଷାଖଣ୍ଡ ଗ୍ରାମ ର ରାସ୍ତା ଦିର୍ଘଦିନହେବନଷ୍ଟ ହୋଇପଡିରହିଥିଲା ଆଜି ଜିଲାପାଳଙ୍କୁଏକଲିଖିତ ଅଭିଯୋଗ ପରେ ରାସ୍ତା ର ଅବସ୍ଥାଦେଖିଛନ୍ତି ଜିଲାପାଳ

Bhadrak Rural, Bhadrak | Sep 8, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚଷାଖଣ୍ଡ ଗ୍ରାମ ର ମୁଖ୍ୟ ରାସ୍ତା ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା କିଛି ଖଳ ପ୍ରକୃତିର ର ଲୋକେ ଖୋଳି ନଷ୍ଟ କରିଦେଇଥିଲେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଲିଖିତ ଅଭିଯୋଗ ପରେ ଜିଲ୍ଲା ପାଳ ପହଞ୍ଚି ସରଜମିନ ତଦନ୍ତ କରି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଅତି ଶିଘ୍ର ଉକ୍ତ କାର୍ଯ୍ଯ କୁ ସାରିବା ପାଇଁ। ଆଜି ଦିନ ୪ ଘଟିକା ସମୟରେ ଜିଲ୍ଲା ପାଳ ଦିଲିପ ରାଉତ ରାୟ ପହଞ୍ଚି ତଦନ୍ତ କରିଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us