Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ପାର୍ବଣ କୁ ଦୃଷ୍ଟିରେ ରଖି ଗୁରୁବାର ଦିନ ମେୟର ସୁବାସ ସିଂହ ଓ କମିଶନର ଦେବୀଗଡା ରେ ପହଞ୍ଚି ସମୀକ୍ଷା କରିଥିଲେ
Cuttack M Corp PS, Cuttack | Aug 21, 2025
ପାର୍ବଣ ଋତୁ କୁ ଦୃଷ୍ଟିରେ ରଖି ଗୁରୁବାର ଦିନ ୧୧ ଟାରେ ମେୟର ସୁବାସ ସିଂହ , ସି.ଏମ.ସି କମିଶନର , ଶାନ୍ତିକମିଟି କର୍ମକର୍ତା , କର୍ପୋରେଟର , ସମସ୍ତ ବିଭାଗର ଅଧିକାରୀ ଙ୍କୁ ସାଥିରେ ଧରି ପୁରୀଘାଟ ଦେବୀଗଡା ସ୍ଥିତ ବିସର୍ଜନ ସ୍ଥଳୀର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!