Install App
debakanta611
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଗେଲ ପୁର ସ୍ଥିତ ସର୍କିଟ ହାଉସ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମନସ୍ମିତା ଖୁଣ୍ଟିଆ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
Bhadrak Rural, Bhadrak | Aug 25, 2025
ଭଦ୍ରକ ଜିଲ୍ଲା ଗ୍ରସ୍ତ ରେ ଶିଶୁ ସୁରକ୍ଷା ଆୟୋଗ ର ସଦସ୍ୟା ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ ଙ୍କୁ ଗେଲ ପୁର ସ୍ଥିତ ସର୍କିଟ ହାଉସ ଠାରେ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ସାଧାରଣ ଜନତାଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା, ଭଦ୍ରକ ଜିଲ୍ଲା କୁ ଦୁଇଦିନିଆ ଗ୍ରସ୍ତ କରିଥିବା ସୂଚନା ମିଳିଛି। ଆଜି ଦିନ ୪ ଘଟିକା ସମୟରେ ଶିଶୁ ସୁରକ୍ଷା ଆୟୋଗ ର ସଦସ୍ୟା ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ ଗ୍ରସ୍ତ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!