This browser does not support the video element.
କୁଚିଣ୍ଡା: କୁସୁମୀ ଠାରେ ଚାଲିଥିବା ତ୍ରିଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଯୋଗ ଦେଲେ ମନ୍ତ୍ରୀ
Kochinda, Sambalpur | Sep 28, 2025
କୁଚିଣ୍ଡା ବ୍ଲକର କୁସୁମୀ ଠାରେ ଚାଲିଥିବା କୁସୁମୀ କପ୍ ଫୁଟବଲ୍ ଟର୍ଣ୍ଣମେ ଉଦଯାପିତ ହୋଯାଇଛି। ସ୍ଥାନୀୟ କ୍ରୀଡା ସଂଘ ପକ୍ଷରୁ ଉକ୍ତ ଟୁର୍ଣ୍ଣାମେଣ୍ଟ ଗତ ତିନି ଦିନ ଧରି ଚାଲିଥିବା ବେଳେ ରବିବାର ଦିନ ଏହାର ଫାଇନାଲ ମ୍ୟାଚ୍ ରେ ସମଲେଶ୍ଵରୀ କ୍ଲବକୁ ପରାସ୍ତ କରି ସମ୍ବଲପୁର ର ଅରୁଣ ଇଲେଭେନ୍ ଦଳ ବିଜେତା ହୋଇ ଥିଲା।ଏହାର ଉଦଯାପନୀ ଉତ୍ସବ ରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିବା ସହ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ।