Download Now Banner

This browser does not support the video element.

ମାଲକାନଗିରି: କୁଡୁମୁଲୁଗୁମ୍ମା ଶିବ ମନ୍ଦିର ନିକଟରେ ବିଜେପି ପକ୍ଷରୁ ସେବା ପକ୍ଷ ପାଳନକୁ ନେଇ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Malkangiri, Malkangiri | Sep 26, 2025
ଆଜି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଶିବ ମନ୍ଦିର ନିକଟରେ ଖଇରପୁଟ ମଣ୍ଡଳ ବିଜେପି ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିବ ମନ୍ଦିର ଯଜ୍ଞ ମଣ୍ଡପ, ଯାତ୍ରୀ ବିଶ୍ରାମ ଗାର ଶହ ସେ ପରିସରରେ ସଫେଇ କରଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ଖଇରପୁଟ ବିଜେପି ମଣ୍ଡଳ ସଭାପତି ଜ୍ୟୋତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ହୋଇଥିବା ବେଳେ ପୂର୍ବତନ ମଣ୍ଡଳ ସଭାପତି ବିଦ୍ୟାଧର ସାହାଣୀ, ମଣ୍ଡଳ କୋଷାଦକ୍ଷ ଅଜୟ କୁମାର ପଟ୍ଟନାୟକ, ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ସ୍ୱାଇଁଙ୍କ ସହିତ କର୍ମୀ ମାନେ ରହି ସଫେଇ କରିଥିଲେ।
Read More News
T & CPrivacy PolicyContact Us