This browser does not support the video element.
ମାଲକାନଗିରି: ଜବାଗଡ଼ ଗ୍ରାମର ଗଣେଶ ପୂଜା ଉପଲକ୍ଷେ ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ, ଝୁମିଲେ ଗ୍ରାମବାସୀ
Malkangiri, Malkangiri | Aug 30, 2025
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଂଚାୟତର ଜବାଗଡ଼ ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ଏକ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ ଆଜି ରାତ୍ର ୧୦ଟା ସମୟରେ ପୂଜା କମିଟି ପକ୍ଷରୁ ଆୟୋଜିତ ହୋଇଥିଲା। ଏହି ମେଲୋଡି ଟିମ ଟି ମାଲକାନଗିରିରୁ ଆସିଥିବା ବେଳେ ଆଧୁନିକ, ଭୋଜପୁରୀ, ସମ୍ବଲପୁରୀ ଏବଂ ଆଦିବାସୀ ସଙ୍ଗୀତ ର ତାଳେ ତାଳେ ନୃତ୍ୟରେ ଗ୍ରାମ କମ୍ପି ଉଠିଥିଲା। ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ବିନତି ଖିଲ, ସ୍ଥାନୀୟ ସମିତି ସଭ୍ୟ, କଂଗ୍ରେସ ନେତା ଇସାକ୍ ଖୋସଲା, ସାମ୍ବାଦିକ ସୁଧାଂଶୁ ଶେଖର ମହାନ୍ତି, ଧବୁଲୁ ହନ୍ତାଳ, ମୁକୁନ୍ଦ ମାଢ଼ି ପ୍ରମୁଖ ଯୋଗ ଦେଇଥିଲେ। ରିବନ ଫିତା