Download Now Banner

This browser does not support the video element.

ସୁକିନ୍ଦା: ମଙ୍ଗଳପୁର ମଠ ଛକରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର, କଟକ ସ୍ଥାନାନ୍ତର

Sukinda, Jajpur | Aug 27, 2025
ମଙ୍ଗଳପୁର ମଠ ଛକରେ ବାଇକ ଭାରଶ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ମଙ୍ଗଳପୁର ବାସିନ୍ଦା ଅମୁଲ୍ୟ କୁମାର ସାହୁଙ୍କ 19 ବର୍ଷିୟ ଯୁବକ ସିରିଆ ସାହୁଙ୍କ ବାମ ଗୋଡ ଓ ହାତ ଭାଙ୍ଗି ଗୁରୁତର ହୋଇଯାଇଥିଲେ । ସିରିଆ ସାହୁଙ୍କୁ ସ୍ଥାନୀୟ ଯୁବକ ମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁଧବାର ଅପରାହ୍ନ 4 ଘଟିକା ସମୟରେ କଟକ ସ୍ଥାନାନ୍ତରିତ କରାଯାଇଛି ।
Read More News
T & CPrivacy PolicyContact Us