Download Now Banner

This browser does not support the video element.

ବିଷମକଟକ: ବିଷମକଟକ ନିର୍ବାଚନ ମଣ୍ଡଳୀ ର ବଡ ଖିଲାପଦର ପଞ୍ଚାୟତ ର ସାଇନା ସିକାବାଡି ଗ୍ରାମରେ ରେ ଉନ୍ନତ ମାନର ମୋବାଇଲ ସେବା ପାଇବା ପାଇଁ ଏକ ଜିଓ ଟାୱାର

Bishamakatak, Rayagada | Jan 28, 2024
ବିଷମକଟକ ନିର୍ବାଚନ ମଣ୍ଡଳୀ ର ବଡ଼ଖିଲାପଦର୍ ପଞ୍ଚାୟତ ଠାରେ ଆୟୋଜିତ ସାଧାରଣ ସଭାରେ ଆଦିବାସୀ ପରମ୍ପରା ଅନୁଯାୟୀ ନୃତ୍ୟ ଏବଂ ବାଦ୍ୟ ସହ ଲୋକମାନେ ସ୍ବାଗତ ଜଣାଇଲେ l ପରେ କଂଗ୍ରେସ ଦ୍ଵାରା ଅଞ୍ଚଳରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଉପସ୍ଥାପନ କରିଥିଲି । ଆଗାମୀ ଦିନରେ ଲୋକମାନଙ୍କ ସମର୍ଥନ ପାଇଲେ ଅଧିକ ରୁ ଅଧିକ କାମ କରିପାରିବି ବୋଲି ମୋର ବିଶ୍ବାସ।
Read More News
T & CPrivacy PolicyContact Us