Download Now Banner

This browser does not support the video element.

ପାଲଲହଡା: ବଜ୍ରକୋଟ ଭାଲୁବସା ନାଳରେ ପସିଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Palalahada, Angul | Aug 24, 2025
ରବିବାର ମଦ୍ଧ୍ୟାହ୍ନ ୨ ଘଟିକା ସମୟରେ ରେଙ୍ଗାଳୀ ପଟୁ ଏକ କର କଣିହାଁ ଅଞ୍ଚଳକୁ ଆସୁଥିବା ବେଳେ ରେଙ୍ଗାଳୀ ଥାନା ବଜ୍ରକୋଟ ଭାଲୁବସା ନାଳରେ ଭାରସାମ୍ୟ ହରାଇ କାରଟି ନାଳ ଭିତରେ ପସିଯାଇଥିଲା । ଭଲରେ କାର ଡ୍ରାଇଭର ଓ ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିଲେ ସ୍ଥାନୀୟ ଜନସାଧାରଣ ଓ ରେଙ୍ଗାଳୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ ସାହାଯ୍ୟରେ ଗାଡ଼ି ଉଦ୍ଧାର କରିବା ସହ ଆହତମାନଙ୍କୁ ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।
Read More News
T & CPrivacy PolicyContact Us