This browser does not support the video element.
ଢେଙ୍କାନାଳ ସଦର: କପିଳାସରେ ବାବା ଚନ୍ଦ୍ର ଶେଖରଙ୍କ ଦର୍ଶନ କଲେ ମନ୍ତ୍ରୀ
Dhenkanal Sadar, Dhenkanal | Aug 24, 2025
ଆଜି ରବିବାର ଦିନ ପୁର୍ବାହ୍ନ ୧୧ଟାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଢେଙ୍କାନାଳର ଆରାଧ୍ୟ ଦେବ କପିଳାସରେ ବିରାଜିତ ଆସ୍ଥା, ଶ୍ରଦ୍ଧା ଓ ସମର୍ପଣର ଠାକୁର ମହାଦେବ ଶ୍ରୀଚନ୍ଦ୍ରଶେଖରଙ୍କ ଦର୍ଶନ କରିବା ସହିତ ଦେବୀ ମା' ପାର୍ବତୀ, ଆଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ, ଭକ୍ତ ବତ୍ସଳ ପ୍ରଭୁ ଶ୍ରୀବିଷ୍ଣୁ, ମର୍ଯ୍ୟଦା ପୁରୁଷ ଶ୍ରୀରାମ ଏବଂ ବିଶୁଦ୍ଧ ଓ ପବିତ୍ରତାର ଦେବୀ ଗଙ୍ଗା ମାତାଙ୍କ ଦର୍ଶନ କରିଥିଲେ ।ଏହି ସମୟରେ ଅଞ୍ଚଳର ବିଜେପିର ସାଥି ସତୀର୍ଥ ଓ ସହଯୋଗୀମାନେ ଉପସ୍ଥିତ ଥିଲେ ।