Download Now Banner

This browser does not support the video element.

ଖୋର୍ଦ୍ଧା: ବାଘମାରି ନିକଟରେ କାର ଦୁର୍ଘଟଣା ରାସ୍ତା କଡକୁ ଖସିଲା କାର

Khordha, Khordha | Sep 30, 2025
ବାଘମାରି ଥାନା ବାଘମାରି ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଧସେଇ ପସିଲା କାର୍ ଗାଡ଼ି। ଦୁର୍ଘଟଣାରେ ସାମାନ୍ୟ ଆହାତ ହୋଇଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ରେ ଆହାତ ହୋଇଥିବା ଯାତ୍ରୀ ଚିକିତ୍ସିତ ହେଉଛନ୍ତି।
Read More News
T & CPrivacy PolicyContact Us