This browser does not support the video element.
ସୁନ୍ଦରଗଡ ସହର: ହିମଗିର ବ୍ଲକ ଠାରେ ଆଦି କର୍ମଯୋଗୀ ଅଭିଯାନର ହିମଗିର ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
Sundargarh Town, Sundargarh | Sep 6, 2025
ସୁନ୍ଦରଗଡ଼ ଜିଲ୍ଲା ହିମଗିର ବ୍ଲକ ଠାରେ ଆଦି କର୍ମଯୋଗୀ ଅଭିଯାନର ପ୍ରଶିକ୍ଷକ ମାନଙ୍କ ପାଇଁ ଆଜି ସକାଳ ଏଗାରଟା ସମୟରେ ହିମଗିର ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ତେବେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ତଥା ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅନୁକୂଲ୍ୟରେ ଆରମ୍ଭ ହୋଇଥିବା ଆଦି କର୍ମଯୋଗୀ ଅଭିଯାନର ପ୍ରଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ତେବେ ସେମାନେ ପି.ଆର୍.ଆଇ. ମେମ୍ବର, ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବ ସେବକ ଏବଂ ପାରମ୍ପରିକ ନେତା ବା ମୁଖିଆ, ଆଦିଙ୍କ ମଜବୁତ କ୍ୟାଡର