Download Now Banner

This browser does not support the video element.

ରାଇରଙ୍ଗପୁର ସହର: ମହୁଲଡିହା ନିକଟରେ ଦୁର୍ଘଟଣା, ଦୁଇ ଜଣ ଗୁରୁତର

Rairangpur Town, Mayurbhanj | Sep 22, 2024
ଆଜି ଅପରାହ୍ନ ୩ ଟା ସମୟ ମୋହୁଲଡିହା ମୁଖ୍ୟ ମାର୍ଗରେ ଜଣେ ବାଇକ ଆରୋହୀ ଅନ୍ୟ ସାଇକଲ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହା ପରେ ସ୍ଥାନୀୟ ଲୋକ ମାନେ ଉଭୟ ଯୁବକ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ମଧ୍ୟରେ ସାଇକଲ ଆରୋହୀ ସ୍ଥାନୀୟ ଅଞ୍ଚଳର ରହିଥିବା ବେଳେ ବାଇକ ଆରୋହୀ ଝାରଖଣ୍ଡ ଅଂଚଳର ଯୁଧିଷ୍ଠିର ମହାନ୍ତ ବୋଲି ଜଣାପଡିଛି।
Read More News
T & CPrivacy PolicyContact Us