Download Now Banner

This browser does not support the video element.

ଜୟପୁର: ଦେଶୀ ମଦ ଚାଲାଣ ବେଳେ ଅମ୍ବାଗୁଡା ଓ ଜୟନଗରରେ ଚଢ଼ାଉ, 2 ଗିରଫ

Jeypore, Koraput | Aug 25, 2025
ଦେଶି ମଦ ଚାଲାଣ ହେଉଥିବା ସୁଚନା ପାଇ ଜୟପୁର ଅବକାରି ଥାନା ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଆମ୍ବାଗୁଡାର ଦାମୋଦର ନାୟକ ଓ ଜୟନଗରର ବନମାଳୀ ମଝୀ । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଜୟନଗର ଓ ଆମ୍ବାଗୁଡା ରାସ୍ତାରେ ଚଢାଉ କରି ୨୧ ଲିଟର ଦେଶି ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ କୁ ଆଜି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶରି ହରିନ ସୁଚନା ଦେଇଛନ୍ତି ।
Read More News
T & CPrivacy PolicyContact Us