This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ଉଦିତନଗର ସ୍ଥିତ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ୩ କନେଷ୍ଟବଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ
Raurkela M, Sundargarh | Aug 31, 2024
ଉଦିତନଗର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ତିନି କନଷ୍ଟବଳଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଶନିବାର ଦିନ ପ୍ରାୟ ୧.୩୦ ସମୟରେ ଉଦିତନଗର ସ୍ଥିତ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ରାଉରକେଲା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ କାର୍ଯ୍ୟରତ ତିନି ଜଣ କନଷ୍ଟବଳଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ ତିନି ଜଣ କନଷ୍ଟବଳ ହେଲେ ସି/ ୨୫୨, ବି.ସି. ସେଶ୍ରା, ସି/୪୬୪ ଏମ୍ ମିଞ୍ଜ ଓ ସି/୭୫୬ ଏସ୍ ସାହୁ। ଉକ୍ତ ତିନି ଜଣ ୩୧.୦୮.୨୦୨୪ ରେ ନିଜ ଚାକିରୀରୁ ଅବସର େନଇଛନ୍ତି। ଏହି ଅବସରରେ ଡ଼ିଆଇଜି ବ୍ରଜେଶ ରାୟ ତିନି ଜଣଙ୍କୁ ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇବା