This browser does not support the video element.
ମାଲକାନଗିରି: ମାଥିଲି ଠାରେ ବ୍ଲକ କଂଗ୍ରେସ କମିଟିର ବୈଠକ, ଯୋଗଦେଲେ ଚିତ୍ରକୋଣ୍ଡା ବିଧାୟକ
Malkangiri, Malkangiri | Aug 22, 2025
ମାଲକାନଗିରି ଜିଲ୍ଲା ମାଥିଲି ଠାରେ ବ୍ଲକ କଂଗ୍ରେସ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବ୍ଲକ ଅଞ୍ଚଳର ରାଜନୈତିକ, ସାମାଜିକ ଓ ସଂଗଠନମୂଳକ ପ୍ରଶ୍ନଗୁଡ଼ିକୁ ଆଲୋଚନା କରାଯାଇଛି ।ଚିତ୍ରକୋଣ୍ଡା ବିଧାୟକ ମଗୁଂ ଖିଲ ଯୋଗ ଦେଇ କର୍ମକର୍ତ୍ତା ମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି।