Download Now Banner

This browser does not support the video element.

ଫୁଲବାଣୀ ସହର: ଗଣେଶ କଲ୍ୟାଣ ମଣ୍ଡପ ଠାରେ ମଣ୍ଡଳ ସ୍ତରୀୟ ଗୁରୁ ଦିବସ ଓ ଅବସର ପ୍ରାପ୍ତ ଶିକ୍ଷକଙ୍କ ସମ୍ବର୍ଦ୍ଧନା

Phulabani Town, Kandhamal | Sep 5, 2025
ଗଣେଶ କଲ୍ୟାଣ ମଣ୍ଡପ ଠାରେ ମଣ୍ଡଳ ସ୍ତରୀୟ ଗୁରୁ ଦିବସ ଓ ଅବସର ପ୍ରାପ୍ତ ଶିକ୍ଷକଙ୍କ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମ ରେ ବିଧାୟକ ପ୍ରଫୁଲ୍ଲ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ପ୍ରଫେସର ନଳିନୀ କୁମାର ପାଣିଗ୍ରାହୀ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ,ପ୍ରଫୁଲ୍ଲ କୁମାର ସାହୁ,ନିବେଦିତ ନାୟକ,ବିଶ୍ଵନାଥ ନାୟକ ପ୍ରମୁଖ ଯୋଗ ଦେଇଥିଲେ।ସଂଘ ର ସଭାପତି ପଦାର ବିନ୍ଦ ଆଚାର୍ଯ୍ୟ ସଭାପତିତ୍ବ କରିଥିଲେ।16 ଜଣ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା.
Read More News
T & CPrivacy PolicyContact Us