This browser does not support the video element.
ଛତ୍ରପୁର: ନିମଖଣ୍ଡି ଫାଣ୍ଡି ଦେଶୀ ମଦ ଦୋକାନ ସମ୍ମୁଖ ଡ୍ରେନ ରେ ଅଜଣା ବ୍ଯକ୍ତିଙ୍କ ମୃତ ଦେହ ଠାବ
Chhatrapur, Ganjam | Sep 11, 2025
ବ୍ରହ୍ମପୁର ନିମଖଣ୍ଡି ଫାଣ୍ଡି ଦେଶୀ ମଦ ଦୋକାନ ସମ୍ମୁଖ ଡ୍ରେନ ରେ ଅଜଣା ବ୍ଯକ୍ତିଙ୍କ ମୃତ ଦେହ ଠାବ କରାଯାଇଛି। ଗୁରୁବାର ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ ନିମଖଣ୍ଡି ପୋଲିସ କୁ ଖବର ଦେଇଥିଲେ। ପରେ ନିମଖଣ୍ଡି ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ବ୍ଯବଛେଦ ପାଇଁ ପଠାଇଛି।