Download Now Banner

This browser does not support the video element.

ବୀରମହାରାଜପୁର: ଉଲୁଣ୍ଡା ସଦର ସ୍ଥିତ ଜଣେ ବ୍ୟକ୍ତିଙ୍କ ଘରୁ ନାଗସାପ ଉଦ୍ଧାର

Biramaharajpur, Subarnapur (Sonepur) | Aug 23, 2025
ଉଲୁଣ୍ଡା ସଦର ସ୍ଥିତ ଜଣେ ବ୍ୟକ୍ତିନକ୍ ଘରୁ ଆଜି ଅପରାହ୍ନ ପ୍ରାୟ 2ଟା ସମୟରେ ଏକ ବିଷଧର ନାଗସାପକୁ ଉଦ୍ଧାର କରାଯାଇଛି l ସୂଚନା ଅନୁସାରେ ଅଭିଳାଷ ନାଏକଙ୍କ ଘରକୁ ଆଜି ଏକ ନାଗସାପ ପଶିଆଇଥିଲ l ଫଳରେ ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ l ତୁରନ୍ତ ପରିବାର ଲୋକେ ସାପ ଧରାଳିଙ୍କୁ ଖବର ଦେଇଥିଲେ l ଖବର ପାଇ ସାପ ଧରାଳି ଯୁଗଳ ମହାକୁର ପହଁଚି ଘରୁ ନାଗସାପକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ନିକଟ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡିଛି l
Read More News
T & CPrivacy PolicyContact Us