Download Now Banner

This browser does not support the video element.

ବରଗଡ: ସାପଲହର ଗ୍ରାମରୁ ବିପୁଳ ରନ୍ଧା ମଦ ଜବତ କରାଯାଇଥିବା ବରଗଡ ଅବକାରୀ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଗଲା

Bargarh, Bargarh (Baragarh) | Sep 13, 2025
ଜଗଦଲପୁର ସାପଲହର ଗ୍ରାମରୁ ବିପୁଳ ରନ୍ଧା ମଦ ଜବତ | ଶନିବାର ସନ୍ଧ୍ୟା 5 ଘଣ୍ଟା ସମୟରେ ବରଗଡ଼ ଅବକାରୀ ଅଧିକ୍ଷକ ଶ୍ରୀ ସୁବନ କୁମାର ନାୟକ ସୂଚନା ଦେଇଛନ୍ତି | ସୂଚନା ଅନୁସାରେ ବରଗଡ଼ ଅବକାରୀ ଅଧିକ୍ଷକ ଶ୍ରୀ ସୁବନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜଗଦଲପୁର ଥାନା ଅନ୍ତର୍ଗତ ସାପଲହର ଗ୍ରାମ ଡେମ ପାଖରେ ତିଆରି ହେଉଥିବା ବେଆଇନ ରନ୍ଧା ମଦ ଉପରେ ପୋଲିସ ଚଢ଼ାଉ କରିଥିଲା | 2 କୁଇଣ୍ଟାଲ ମହୁଲ ପୋଚ ସହ 50 ଲିଟର ରନ୍ଧା ମଦ ଜବତ କରିଛି ଅବକାରୀ ବିଭାଗ ।
Read More News
T & CPrivacy PolicyContact Us