Download Now Banner

This browser does not support the video element.

ବୌଦ୍ଧ ସଦର: ଗୁରୁବାର ସକାଳ ୮.୩୦ ପଯ୍ୟନ୍ତ ଜିଲ୍ଲାକୁ ୩୦ରୁ୪୦କିମି ବେଗରେ ପବନ ଓ଼ ବିଜୁଳି ସହିତ ଘଡଘଡି ହେବା ନେଇ ଏଲୋ ୱାରନିଙ୍ଗ ଜାରି

Baudh Sadar, Boudh (Bauda) | Aug 27, 2025
ଓଡ଼ିଶାରେ କିଛିଦିନ ହେବ ବର୍ଷା ସହିତ ୩୦ରୁ୪୦କିଲୋମିଟର ବେଗରେ ପବନ ଓ଼ ବିଜୁଳି ସହିତ ଘଡଘଡ଼ି ଲାଗିରହିଥିବା ବେଳେ l ବୌଦ୍ଧ ଜିଲ୍ଲାରେ ଆସନ୍ତାକାଲୀ ୨୮ତାରିଖ ଗୁରୁବାର ସକାଳ ୮.୩୦ ପଯ୍ୟନ୍ତ ୩୦ରୁ୪୦କିଲୋମିଟର ବେଗରେ ପବନ ଓ଼ ବିଜୁଳି ସହିତ ଘଡଘଡ଼ି ହେବାର ସମ୍ଭାବନା ନେଇ ବୌଦ୍ଧ ଜିଲ୍ଲାକୁ ଏଲୋ ୱାରନିଙ୍ଗ ଜାରି ହୋଇଛି l ଏନେଇ ଆଜି ମଧ୍ୟାନ୍ହ ୧ଟା ସମୟରେ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ବକ୍ଷରୁ ସୂଚନା ଜାରି କରାଯାଇଛି l
Read More News
T & CPrivacy PolicyContact Us