Download Now Banner

This browser does not support the video element.

ଫୁଲବାଣୀ ସହର: ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ସଭାଗୃହ ଠାରେ ମହାବିଦ୍ୟାଳୟ ର 47ତମ ସ୍ୱନକ୍ଷତ୍ର କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି,

Phulabani Town, Kandhamal | Aug 30, 2025
ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ସଭାଗୃହ ଠାରେ ମହାବିଦ୍ୟାଳୟ ର 47ତମ ସ୍ୱନକ୍ଷତ୍ର କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି, ଏହିକାଯ୍ୟକ୍ରମ ଟି ଶନିବାର ଦିନ 11ଘଣ୍ଟିକା ରେ ଆରମ୍ଭ ହଇ ଅପରାହ୍ନ 3ଘଣ୍ଟିକ ପଯ୍ୟନ୍ତ ଚାଲୁ ରହିଥିଲା, କାଯ୍ୟକ୍ରମ ରେ ବାଲଗୁଡା ଉପଜିଲ୍ଲାପାଳ IASପ୍ରଣିତା ଦାସ, ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଆଇନଜୀବୀ କୈଶିକ ସାହୁ, ଏବଂ SBI ର ମୁଖ୍ୟ ଶାଖା ପରିଚାଳକ ଅକ୍ଷୟ ବେହେରା,,ମୁଖ୍ୟ ବକ୍ତା ଡକ୍ଟର ମଧୁସୂଦନ ଦାସ, ଅଧିବକ୍ତା ବରିଷ୍ଠ ଆଇନଜୀବୀ କୈଶିକ ସାହୁ ପ୍ରମୁଖ ଯଗ ଦେଇ ଆଦିବାସୀ ମହାବିଦ୍ୟାଳୟ ପ୍ରତିଷ୍ଠା ଏବଂ ଶୣଙ୍ଖଳିତ ଛାତ୍ରଛାତ୍ରୀ ଜିବନ ଗଠନ ଉପରେ ବକ୍ତବ୍
Read More News
T & CPrivacy PolicyContact Us