This browser does not support the video element.
ପଟ୍ଟାଙ୍ଗୀ: ପୁରସ୍କୃତ ହେବେ ନନ୍ଦପୁର ବ୍ଲକର ଦୁଇ ଶିକ୍ଷକ
Pottangi, Koraput | Sep 4, 2025
ଗୁରୁଦିବସ ଅବସର ରେ କୋରାପୁଟ ଜିଲ୍ଲା 36 ଜଣ ଶିକ୍ଷକ ଶିକ୍ଷୟତ୍ରୀ ପୁରସ୍କୃତ ହେବା ନେଇ ମନୋନୀତ ହୋଇଥିବା ବେଳେ ସେଥି ମଧ୍ୟରୁ ନନ୍ଦପୁର ବ୍ଲକ ରୁ ଦୁଇ ଶିକ୍ଷକ ମଧ୍ୟ ପୁରସ୍କୃତ ହେବା ନେଇ ମନୋନୀତ ହୋଇଥିବା ଜଣାପଡିଛି l ସେମାନେ ହେଲେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବେଣୁଧର ବେହେରା ଅନ୍ୟ ଜଣେ ଶିକ୍ଷକ ହେଲେ ପ୍ରାଥମିକ ଶିକ୍ଷକ ଶ୍ୟାମ ସୁନ୍ଧର l ଏହି ଦୁଇ ଶିକ୍ଷକ ଗୁରୁଦିବସ ଅବସରରେ କୋରାପୁଟ ଜିଲ୍ଲାରେ ଆୟୋଜିତ କାର୍ଯ୍ୟ କ୍ରମ ରେ ପୁରସ୍କୃତ ହେବେ l ଏହି ଖବର ନେଇ ନନ୍ଦପୁର ବିଡ଼ିଓ ଦୁର୍ଗା ପ୍ରସାଦ ଦୋରା, ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।