Install App
amani117
This browser does not support the video element.
ଢେଙ୍କାନାଳ ସଦର: ଝାରଗାଡିଆଠାରେ ସ୍ଥାନୀୟ ସରପଞ୍ଚ ଜିଲ୍ଲାପ୍ରଶାସନ ଓ କମ୍ପାନୀ କତୃପକ୍ଷଙ୍କ ଉପରେ କ୍ଷୋଭ ପ୍ରକାଶ
Dhenkanal Sadar, Dhenkanal | Sep 4, 2025
ଝାରଗାଡିଆଠାରେ ଜମିହରା ପ୍ରଜାମାନେ ଥଇଥାନ ପାଇଁ ରିଲାନ୍ସ କମ୍ପାନୀ ସମ୍ମୁଖରେ ଧାରଣା ଦେଇଛନ୍ତି । ସେମାନଙ୍କ ସହିତ ସ୍ଥାନୀୟ ସଦାଶିବ ପୁର ପଞ୍ଚାୟତର ସରପଞ୍ଚ ଧରିତ୍ରୀ ମଲ୍ଲିକ ମଧ୍ୟ ସାମିଲ ହୋଇ ଗୁରୁବାର ଅପରାହ୍ନ ୩ଟାରେ ଜିଲ୍ଲାପ୍ରଶାସନ ଓ କମ୍ପାନୀ କତୃପକ୍ଷଙ୍କ ଉପରେ ପ୍ରତିକ୍ରିୟାରେ କ୍ଷୋଭ ପ୍ରକାଶ କରିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!