This browser does not support the video element.
ଧର୍ମଗଡ: ଧର୍ମଗଡ ପଞ୍ଚାୟତ କଲେଜ ସମ୍ମୁଖରେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ।
Dharamgarh, Kalahandi | Sep 4, 2025
ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟର କଲେଜ ସମ୍ମୁଖରେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନେ କାର୍ଯ୍ୟାବନ୍ଦ ଆନ୍ଦୋଳନ କରିଥିବା ଗୁରୁବାର ସକାଳ ୧୧ ଟା ରେ ଦେଖିବାକୁ ମିଳିଛି। ବିଦ୍ୟାଳୟ କର୍ମଚାରୀମାନେ ୨୦୦୮ ମସିହାରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟରତ ଅଛନ୍ତି ହେଲେ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କର୍ମଚାରୀଙ୍କ ପ୍ରତି ସରକାରୀ ମାନ୍ୟତା ଦେଉନ ଥୁବାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି।