This browser does not support the video element.
କୋଟପାଡ: କୁନ୍ଦୁରା ଠାରେ ଜାତୀୟ ଶିକ୍ଷା ନିତି କୁ ନେଇ ପ୍ରତିକ୍ରିୟା ରଖିଲେ କୋଟପାଡ ବିଧାୟକ ରୁପୁ ଭତ୍ରା l
Kotpad, Koraput | Sep 5, 2025
କୁନ୍ଦୁରା ଠାରେ ଜାତୀୟ ଶିକ୍ଷା ନିତି କୁ ନେଇ ପ୍ରତିକ୍ରିୟା ରଖିଲେ କୋଟପାଡ ବିଧାୟକ ରୁପୁ ଭତ୍ରା l ଶୁକ୍ରବାର ଅପରାହ୍ନ ଚାରିଟା ସମୟରେ କୁନ୍ଦୁରା ଠାରେ କୋଟପାଡ଼ ବିଧାୟକ ଓଡ଼ିଶାରେ ଜାତୀୟ ଶିକ୍ଷା ନିତିକୁ ନେଇ ପ୍ରଧାନମନ୍ତ୍ରୀ ଏବଂ ମୋହନ ସରକାର ଙ୍କୁ ପ୍ରଶଂସା କରିଛନ୍ତି l ସେ କହିଛନ୍ତି ଏବେ ଶିକ୍ଷର ଉନ୍ନତି ହେବ ପୂର୍ବ ସରକାର ଜାତୀୟ ଶିକ୍ଷା ନିତି ଲାଗୁ କରୁନଥିଲେ କିନ୍ତୁ ଏହା ଦ୍ୱାରା ସାମହିକ ବିକାଶ ହେବ ବୋଲି ପ୍ରତିକ୍ରିୟା ରଖିଲେ l