Download Now Banner

This browser does not support the video element.

କଟକ ପୌରାଞ୍ଚଳ: ମଙ୍ଗୁଳି ଛକସ୍ଥିତ ୧୬ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକ ଜଣଙ୍କ ଗୁରୁତର ହୋଇଛନ୍ତି ।

Cuttack M Corp PS, Cuttack | Aug 28, 2025
ମଙ୍ଗୁଳି ଛକ ୧୬ନମ୍ବର ଜାତୀୟ ରାଜପଥ ନିକଟ ନିଲ କମଲ ହୋଟେଲ ଆଗରେ ଗୁରୁବାର ଦିନ ୫ଟାରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚାଳକ ଜଣଙ୍କ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତ ଚାଳକଙ୍କ ପରିଚୟ ମିଳିପାରି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
Read More News
T & CPrivacy PolicyContact Us