Download Now Banner

This browser does not support the video element.

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇରେ ଉଦଘାଟନ ହେଲା ସାମ୍ବାଦିକ ମାନଙ୍କର ଅଫିସ

Kendrapara, Kendrapara | Sep 5, 2025
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଉଦଘାଟନ ହେଲା ସାମ୍ବାଦିକ ଅଫିସ ।ବହୁ ଥର ସାମ୍ବାଦିକ ମାନେ ରାଜନେତା ଓ ପ୍ରଶାସନ ପାଖରେ ଦାବି କରିଛନ୍ତି ଯେ ଆମକୁ ଗୋଟେ ଅଫିସ ଗୃହ ଦିଆଯାଉ ହେଲେ ରାଜନେତା ଓ ପ୍ରଶାସନ ଶୁଣିଲେ ନାହିଁ ତେଣୁ ପରିଶେଷରେ ସମାଜ ସେବୀ ଜିତୁ ବିଶ୍ଵାଳ ସାମ୍ବାଦିକ ଙ୍କୁ ଗୃହ ଯୋଗାଇ ଦେଇଛନ୍ତି ଓ ସେହି ଗୃହ ଆଜି ପ୍ରାୟ ୧୧ ଘଣ୍ଟିକା ସମୟରେ ଉଦଘାଟିତ ହୋଇଯାଇଛି ,ଏଥିରେ ଅନେକ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ
Read More News
T & CPrivacy PolicyContact Us