This browser does not support the video element.
କେନ୍ଦ୍ରାପଡା: ବିଲାଶୁଣି ମନ୍ଦିର ପ୍ରାଙ୍ଗଣରେ ନଗର ମଣ୍ଡଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Kendrapara, Kendrapara | Aug 27, 2025
କେନ୍ଦ୍ରାପଡ଼ା ବୁଢୀ ବିଲାସୁଣି ମନ୍ଦିର ପ୍ରାଙ୍ଗଣରେ ଆଜି ପ୍ରାୟ ୮ଟାରେ ନଗର ମଣ୍ଡଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକଟି ୧୨୫ତମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ କେନ୍ଦ୍ର କରି ଆୟୋଜିତ ହୋଇଥିଲା ।ବୈଠକରେ ବିଜେପିର ମନ୍ କି ବାତ୍ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଜୀବନାନନ୍ଦ ସାହୁ ଉପସ୍ଥିତ ରହିଥିଲେ ଓ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଆଲୋଚନା କରିଥିଲେ ।