Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଶନିମନ୍ଦିର ନିକଟରେ ଭାରତୀୟ ଜନତା ପାର୍ଟି ତରଫରୁ ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକାଦାହମତପ୍ରକାଶକରିଛନ୍ତି ଶିତାସୁଂଶେଖରମହାପାତ୍ର

Bhadrak Rural, Bhadrak | Aug 31, 2025
ଭଦ୍ରକ ଜିଲ୍ଲା ର ଭାରତୀୟ ଜନତା ପାର୍ଟି ତରଫରୁ ବିଜେପି ବିଧାନସଭା ପାର୍ଟି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ଭଦ୍ରକ ଶନିମନ୍ଦିର ନିକଟରେ ପହଞ୍ଚି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଙ୍କ ମା ଓ ପ୍ରଧାନମନ୍ତ୍ରୀ ଙ୍କୁ କଟୁ ମନ୍ତବ୍ୟ ଦେଇଥିବାରୁ ପ୍ରତିବାଦ କରି ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ଭଦ୍ରକ ବିଧାୟକ ସିତାସୁଂ ଶେଖର ମହାପାତ୍ର, ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଅଜୟ ନାୟକ ଙ୍କ ସମେତ ଦଳୀୟ କର୍ମୀ ଉପସ୍ଥିତରହିକୁଶପୁତ୍ତଳିକାଦାହକରିଥିବାସୂଚନାମିଳିଛି।ଆଜି ସଂଧ୍ୟା୭ଘଟିକାସମୟରେଅନୁଷ୍ଠିତହୋଇଥିବାସୂଚନାମିଳିଛି
Read More News
T & CPrivacy PolicyContact Us