This browser does not support the video element.
ଜୟପୁର: ଜୟପୁର ସ୍ଥିତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ୭ଦଫା ଦାବି ନେଇ ଦାବିପତ୍ର ପ୍ରଦାନ, ଏନେଇ ସାର ବିକ୍ରେତା କଣ କହୁଛନ୍ତି ଶୁଣନ୍ତୁ
Jeypore, Koraput | Sep 1, 2025
ଉପଖଣ୍ତିୟ ଖୁଚୁରା କୃଷି ବ୍ୟବସାୟୀ ସ˚ଘର ସଦସ୍ୟ ମାନେ ଜୟପୁର ସ୍ଥିତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ୭ଦଫା ଦାବି ନେଇ ଆଜି ସଂନ୍ଧ୍ୟା 6ଟାରେ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡିକ ମଧ୍ୟରେ ସାର ରେକ ପଏଣ୍ଟ ଉପରେ ଦର, ଟେଗିଙ୍ଗ, ଭଡା ଲୋଡ ଅନଲୋଡ ଯାହା ପଡିଲା ବ୍ୟସାୟୀ କମିସନ ସହ ସମୁଦାୟ କେତେ ଦର ନିର୍ଦ୍ଧାରିତ କରାଯାଉ, ସାର ରେକ ପଏଣ୍ଟରେ ସମୁଦାୟ ସାର ଆସିବା ପରେ ଜିଲ୍ଲାର ସମସ୍ତ ସାର ବିକ୍ରୟ ରିଟେଲରଙ୍କୁ ତଦାରଖ କରି ସମ ପରିମାଣରେ ସୁ ବଣ୍ଟନ ହୋଇ ପାରିବା ନିମନ୍ତେ କୃଷି ଅଧିକାରୀ ସ˚ପୃକ୍ତ ହୋଇ ପରିଚାଳନା କରିବା ପାଇଁ ନିର୍ଦ୍ଧେଶ ଦିଅନ୍ତୁ l