Download Now Banner

This browser does not support the video element.

ମାଲକାନଗିରି: ତୁଳସୀ ଗାଁରୁ ଅସୁସୁ ଥିବା ମହିଳାଙ୍କୁ ରାସ୍ନା ଖରାପ ଯୋଗୁ ଭାରରେ ବୋହି ଆଣି ପ୍ରତିକ୍ରିୟା ରଖୁଛନ୍ତି ସାଲିମି ସ୍ବାସ୍ଥ୍ୟ ବିଭାଗର ସୁପରଭାଇଜର

Malkangiri, Malkangiri | Sep 7, 2025
ମାଲକାନଗିରି ଜିଲା ମାଥୁଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ତୁଳସୀ ଗାଁରୁ ଅସୁସୁ ଥବା ମହିଳାଙ୍କୁ ରାସ୍ନା ଖରାପ ଯୋଗୁ ଭାରରେ ବୋହି ଆଣିଛନ୍ତି ସାଲିମି ସ୍ବାସ୍ଥ୍ୟ ବିଭାଗ ର ସୁପରଭାଇଜର ହରେକୃଷ୍ଣ ପାତିକା । ତୁଳସୀ ଗାଁର ମଙ୍ଗଲଦେଇ ଦୁରୁଆ ଦୀର୍ଘଦିନ ରୁ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥୂବାରୁ ଘରେ ରହିଥିଲେ । ବର୍ଷା ଯୋଗୁଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିବା ସମ୍ଭବ ନ ଥିଲା, ଶୋଚନୀୟ ରାସ୍ନା ଯୋଗୁଁ ଗାଡି ଯାଇପାରିନଥୁବାରୁ ତାଙ୍କୁ ଗାଁ ଲୋକେ ଓ ଶ୍ରୀ ପତିକା ଭାରରେ ୫କିମି ବୋହି ବୋହି ଆଣିଥିଲେ। ଏନେଇ ଶ୍ରୀ ପାତିକା ପ୍ରତିକ୍ରିୟା ରଖଛନ୍ତି ।
Read More News
T & CPrivacy PolicyContact Us