Download Now Banner

This browser does not support the video element.

ଜଗତସିଂହପୁର: ସଂସ୍କୃତି ଭବନରେ ଆନ୍ତର୍ଜାତୀୟ ସମବାୟ ବର୍ଷ-୨୦୨୫ ପାଳିତ

Jagatsinghapur, Jagatsinghpur | Sep 4, 2025
ସମବାୟ ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ସମବାୟ ବର୍ଷ-୨୦୨୫ ପାଳନ । ଆଜି ମଧ୍ୟାହ୍ନ ୧୨ ଟା ସମୟରେ ଜଗତସିଂହପୁର ସଦରମହକୁମା ସଂସ୍କୃତି ଭବନରେ ଏହି ଆନ୍ତର୍ଜାତୀୟ ସମବାୟ ବର୍ଷ ପାଳିତ ହୋଇଯାଇଛି । ସମବାୟ ବିଭାଗର ପ୍ରମୁଖ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମବାୟ ଓ ସାଧାରଣ ଲୋକେ ସମବାୟ ଦ୍ୱାରା ହେଉଥିବା ଉପକୃତ ସମ୍ପର୍କରେ ସୂଚନା ଦେଇଥିଲେ ।
Read More News
T & CPrivacy PolicyContact Us