Download Now Banner

This browser does not support the video element.

ବରଗଡ: ବେହେରା ସ୍ଥିତ ସମ୍ବଲପୁରୀ ହସ୍ତତନ୍ତ କପଡ଼ା ବୁଣାକାର ବଜାରର ବାର୍ଷିକ ଉତ୍ସବରେ ବରଗଡ଼ ବିଧାୟକ କଲେ ଯୋଗଦାନ

Bargarh, Bargarh (Baragarh) | Aug 21, 2025
ବରଗଡ଼ ଅନ୍ତର୍ଗତ ବେହେରା ସ୍ଥିତ ସମ୍ବଲପୁରୀ ହସ୍ତତନ୍ତ କପଡ଼ା ବୁଣାକାର ବଜାରର ବାର୍ଷିକ ଉତ୍ସବ ଗୁରୁବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦାନ କରି ଉପସ୍ଥିତ ବୁଣାକାର ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ଓ ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡ଼ତିଆ ଉପସ୍ଥିତ ରହି ବୁଣାକାର ମାନଙ୍କ ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିଥିଲେ | ରାଜ୍ୟ ସରକାର ବୁଣାକାର ମାନଙ୍କ ପାଇଁ କରିଥିବା ଯୋଜନା ଓ ସୁବିଧା କୁ ନେଇ ଆଲୋଚନା କରିଥିଲେ ।
Read More News
T & CPrivacy PolicyContact Us