Download Now Banner

This browser does not support the video element.

ପଟ୍ଟାଙ୍ଗୀ: ମୁଖିବିଡ଼େଇ ଗ୍ରାମର ୫ବର୍ଷର ଶିଶୁ କନ୍ୟାଙ୍କ କୁକୁର କାମୁଡାରେ ମୃତ୍ୟୁ,ପରିବାର ବର୍ଗଙ୍କ ସହ ସାକ୍ଷାତ କରିଲେ ରାଜପୁଟ ସରପଞ୍ଚ

Pottangi, Koraput | Aug 30, 2025
ସୂଚନା ଯେ ରାଜୁପୁଟ ପଞ୍ଚାୟତର ମୁଖିବିଡ଼େଇ ଗ୍ରାମର ଜୟ ହନ୍ତାଳଙ୍କ 5 ବର୍ଷର ଝିଅଙ୍କୁ ଏକ ମାସ ପୂର୍ବେ ଏକ କୁକୁର କାମୁଡି ଥିଲା l ପରେ ପରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେରେ ଭର୍ତ୍ତି କରି ଚିକିତ୍ସା କରାଉଥିଲେ l ଦୀର୍ଘ ଏକ ମାସ କୋରାପୁଟ ମେଡିକାଲରେ ଚିକିତ୍ସା ହଉଥିଲେ ଝିଅ ଝିଲି l ଗତ ଗୁରୁବାର ଅପରାହ୍ନ 4 ଟା ବେଳେ ଝିଲି ନିଜ ଗ୍ରାମ ମୁଖିବିଡ଼େଇ ନିଜ ବାସଭବନ ଠାରେ ମୃତ୍ୟୁ ହୋଇଥିଲା l ତାଙ୍କୁ ଶୁକ୍ରବାର ଦିନ ସ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା l ଆଜି ଅପରାହ୍ନ ୪ଟା ସମୟରେ ପରିବାର ବର୍ଗଙ୍କ ନିକଟରେ ପହଞ୍ଚିଛନ୍ତି ରାଜପୁଟ ସରପଞ୍ଚ ପିତାମ୍ବର କିସାନୀ।
Read More News
T & CPrivacy PolicyContact Us