Download Now Banner

This browser does not support the video element.

ବରଗଡ: ଜିଲ୍ଲା ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେଲା ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା ନିବାରଣ ଆଇନ ସମ୍ପର୍କିତ କର୍ମଶାଳା

Bargarh, Bargarh (Baragarh) | Sep 8, 2025
ବରଗଡ ଉଦ୍ୟାନ କୃଷି ବିଭାଗରେ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା ନିବାରଣ ଆଇନ ସମ୍ପର୍କିତ କର୍ମଶାଳା ସ୍ଥାନୀୟ କାର୍ଯ୍ୟାଳୟରେ ସୋମବାର ଅପରାହ୍ନ 3 ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି | ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ଆୟୋଜିତ ଉକ୍ତ କର୍ମଶାଳାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା,ସମାଜସେବୀ ସଂଘମିତ୍ରା ପଟେଲ ଏବଂ ପଦ୍ମାମଞ୍ଜୁରୀ ପ୍ରଧାନ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇ କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା ନିବାରଣ,ନିଷେଧ ଓ ନିରାକରଣ ଆଇନ ୨୦୧୩ ର ମୂଳ ଲକ୍ଷ୍ୟ ବୁଝାଇ କହିବା
Read More News
T & CPrivacy PolicyContact Us