This browser does not support the video element.
ତାଳଚେର ସଦର: ତାଳଚେର ମେଡିକାଲ କଲେଜରେ ନାମ ଲେଖା ନେଇ ପ୍ରତିକ୍ରିୟା
Talcher Sadar, Angul | Sep 3, 2025
ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ୧୦୦ ସିଟ ସଂଖ୍ୟକ ନାମ ଲେଖା ନିମନ୍ତେ ଗତକାଲି ରାଜ୍ୟ ସରକାର ଅନୁମତି ଦେଇଥିବା ବେଳେ ଆଜି ସକାଳ ୯ ଘଟିକା ସମୟରେ ତାଳଚେର ବିଜେପି କାର୍ଯ୍ୟକର୍ତ୍ତା ତଥା କାଉଁସିଲର ସ୍ୱାଧୀନ ଥମ୍ବଙ୍କ ପ୍ରତିକ୍ରିୟା ।