Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ମଦ ପିଇ ଦୃତ ଗତିରେ ସହର ମଧ୍ୟରେ ବାଇକ୍ ଚଲାଇ ଯାଉଥିବା ବେଳେ ଟିକାବାଲି ପୋଲିସ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିବା ସହ ବାଇକ୍ କୁ ଜବତ କରିଛି
Phulabani Town, Kandhamal | Aug 21, 2025
ମଦ ପିଇ ଦୃତ ଗତିରେ ସହର ମଧ୍ୟରେ ବାଇକ୍ ଚଲାଇ ଯାଉଥିବା ବେଳେ ଟିକାବାଲି ପୋଲିସ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିବା ସହ ବାଇକ୍ କୁ ଜବତ କରିଛି। ଏ ନେଇ ଥାନାରେ 178/2025 ରେ ଏକ ମାମଲା ରୁଜୁ କରିଛି। ଏ ନେଇ ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୁଚନା ପ୍ରଦାନ କରିଛନ୍ତି।ଦିନକୁ ଦିନ ମଦ ପିଇ ଗାଡି ଚଲାଇ ଦୁର୍ଘଟଣା ଘଟାଉଥିବାରୁ ପୋଲିସ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!