Download Now Banner

This browser does not support the video element.

ନର୍ଲା: ଗଡରା ପଡା ନିକଟରେ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟଣା। ଦୁଇ ବାପ ପୁଅ ମୃତ୍ୟୁ ଶବ କୁ ନେଇ ରାସ୍ତା ଅବରୋଧ ଆର୍ଥିକ ସହାୟତା ଦାବୀ ଥାନାରେ ଅଭିଯୋଗ

Narala, Kalahandi | Sep 22, 2025
ଆଜି ସୋମବାର ଦିନ ସକାଳ ଦଶ ଘଣ୍ଟା ସମୟରେ ଗଡରା ପଡା ନିକଟରେ ଏକ ବାଇକ୍ ଗାଡ଼ି ନମ୍ୱର୍ OD 17 C 0762 ଓ ପି କଫ ଭେନ ଗାଡ଼ି AP 39 TC 7705 ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଉକ୍ତ ଦୁର୍ଘଟଣାରେ ବାଇକ୍ ରେ ବସିଥିବା ବାପ ପୁଅ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଓ ମାଆ ଝିଅ ଗୁରୁତର ଆହତ ହୋଇଥିଲେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମୁଖ୍ୟ ଚିକିତ୍ସାଲୟ ଠାରେ ଭର୍ତ୍ତି କରାଯାଇଛି ଦୁଇ ଶବ କୁ ରାସ୍ତା ଉପରେ ରଖି କ୍ଷତି ପୂରଣ ପାଇଁ ଦାବୀ କରିଥିଲେ ଯାତାୟାତ ଠପ୍ ହୋଇଯାଇଛି ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ବନ୍ଦୋବସ୍ତ କରୁଛି
Read More News
T & CPrivacy PolicyContact Us