This browser does not support the video element.
ଭେଡେନ: ଭେଡେନ ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ ମନୋନୀତ
Bheden, Bargarh (Baragarh) | Mar 30, 2024
ଆଜି ଶନିବାର ମଧ୍ଯାହ୍ନ ୧୨ଟାରେ ବରଗଡ ଜିଲ୍ଲା ଭେଡେନ ଓକିଲ ସଂଘର କାର୍ଯ୍ୟାଳୟରେ ଭେଡେନ ଓକିଲ ସଂଘର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି। ସର୍ବସମ୍ମତି କ୍ରମେ ସଭାପତି ଜଗଦାଭୁଷଣ ଶତପଥୀ, ଉପସଭାପତି କିଶୋର କୁମାର ପାଇକ, ସମ୍ପାଦକ ଶୁଶିଲ କୁମାର ବେହେରା, ଯୁଗ୍ମ ସମ୍ପାଦକ ସୁରେନ୍ଦ୍ର କୁମାର ହୋତା, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ନାଏକ, କଲ୍ୟାଣ ସମ୍ପାଦକ ଲିଂଗରାଜ ବିଶି,ପାଠାଗାର ସମ୍ପାଦକ ଲଲିତ ବଘାର,କାର୍ଯ୍ୟକାରୀ ସଦସ୍ଯ ରକ୍ଷାକାରୀ ଠେଲା, ଅଶ୍ବିନୀ କୁମାର ଦାସ, ସରୋଜ କୁମୀର ମିଶ୍ର ପ୍ରମୁଖ ଅଛନ୍ତି।