This browser does not support the video element.
ଫୁଲବାଣୀ ସହର: କନ୍ଧମାଳ କୁ ଆସନ୍ତା 11ତାରିଖ ତାରିଖ ସକାଳ 8ଘଣ୍ଟିକା 30ମିନିଟ ଠାରୁ 12ତାରିଖ ସକାଳ 8ଘଣ୍ଟିକା 30ମିନିଟ ପଯ୍ୟନ୍ତ ଓ୍ୱଲ ଓ୍ୱର୍ଣ୍ଣୀ ଜାରି
Phulabani Town, Kandhamal | Sep 10, 2025
କନ୍ଧମାଳ ଜିଲ୍ଲା କୁ ଆସନ୍ତାକାଲି 11ତାରିଖ ତାରିଖ ସକାଳ 8ଘଣ୍ଟିକା 30ମିନିଟ ଠାରୁ 12ତାରିଖ ସକାଳ 8ଘଣ୍ଟିକା 30ମିନିଟ ପଯ୍ୟନ୍ତ ଓ୍ୱଲ ଓ୍ୱଣ୍ଣୀ ଜାରି କରିଛନ୍ତି ରାଜ୍ୟ ପାଣିପାଗ ବିଭାଗ ଏହି ସୁଚନା ଟି ବୁଧବାର 1ଘଣ୍ଟିକା ସମୟରେ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି , କନ୍ଧମାଳ ରେ ଗତ ଦୁଇ ଦିନ ହେଲା କିଛି ଜାଗାରେ ଵର୍ଷା ଲାଗି ରହିଥିବା ନେଇ ପାଣିପାଗ ଉପରେ ସତର୍କତା ସୁଚନା ଜାରି କରିଛନ୍ତି ରାଜ୍ୟ ପାଣିପାଗ ବିଭାଗ, ଆସନ୍ତାକାଲି 11ତାରିଖ ସକାଳ 8ଘଣ୍ଟିକା 30ମିନିଟ ଠାରୁ 12ତାରିଖ ସକାଳ 8ଘଣ୍ଟିକା30ମିନିଟ ପଯ୍ୟନ୍ତ ପାଣିପାଗ ସବିଭାଗ ପକ୍ଷରୁ ପଯ୍ୟନ୍ତ ଓ୍ୱଲ