Download Now Banner

This browser does not support the video element.

ଜୁନାଗଡ: କଦଳିମୁଣ୍ଡା ଛକ ନିକଟରେ ସଡ଼କ ଦୁର୍ଘଟଣା, ଦୁଇ ବାଇକ ଆରୋହୀ ଗୁରୁତର

Junagarh, Kalahandi | Aug 22, 2025
ଗୋଲାମୁଣ୍ଡା ଥାନା କଦଳୀମୁଣ୍ଡା ଛକ ନିକଟରେ ଗୁରୁବାର ବିଅମ୍ବିତ ରାତ୍ରିରେ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିଲେ। ଦୁଇ ଗୁରୁତର ଙ୍କୁ ଗୋଲାମୁଣ୍ଡା ପୋଲିସ ଗୋଲାମୁଣ୍ଡା ଡାକ୍ତରଖାନା କୁ ନେଇଥିଲେ ଅଧିକ ଗୁରୁତର ଥିବାରୁ ଦୁଇ ଜଣଙ୍କୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ସ୍ଥାନାନ୍ତର ହୋଇଥିବା ଶୁକ୍ରବାର ସକାଳ ୬ ଟା ରେ ସୂଚନା ମିଳିଛି।
Read More News
T & CPrivacy PolicyContact Us