Download Now Banner

This browser does not support the video element.

ବାଲିକୁଦା: ପାଳଧୂଆବନ୍ଧ ନିକଟରେ ବନ୍ଧ ତଳକୁ ଖସିଲା କାର; ଜଣେ ଆହତ, ମେଡ଼ିକାଲରେ ଭର୍ତ୍ତି

Balikuda, Jagatsinghpur | Apr 16, 2024
ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପାଳଧୂଆବନ୍ଧ ଠାରୁ ଗଡହରିସପୁର ପର୍ଯ୍ୟନ୍ତ ଯାଇଥିବା ଚାରି ଚକିଆ କାର ପାଳଧୂଆବନ୍ଧ ନିକଟରେ ଭାରସାମ୍ୟ ହରାଇ ବନ୍ଧ ତଳକୁ ଖସି ପଡିଥିଲା। ଏଥିରେ କାର ଡ୍ରାଇଭର ଆହତ ହୋଇ ଏରସମା ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us