This browser does not support the video element.
ଜଗତସିଂହପୁର: ଏରସମା ଜଗନ୍ନାଥ ମହାବିଦ୍ୟାଳୟର ଅବ୍ୟବସ୍ତା ନେଇ କୋଠି ଛକ ନିକଟରେ ସ୍ଥାନୀୟ ଯୁବକଙ୍କ ଧାରଣା
Jagatsinghapur, Jagatsinghpur | Aug 23, 2025
ଏରସମା ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ବିଭାଗ ଅବ୍ୟବସ୍ଥା ନେଇ କୋଠିଛକ ନିକଟରେ ସ୍ଥାନୀୟ ଯୁବକଙ୍କ ଧାରଣା । କାଲିଠାରୁ ଏହି ଧାରଣା ଅବ୍ୟାହତ ରହିଛି । ଆଜି ଦିନ ୧୧ ଟା ରୁ ଦିନ ୩ ଟା ପର୍ଯ୍ୟନ୍ତ ଯୁବକମାନେ ଧାରଣା ଦେଇଥିବାର ଦେଖିବାକୁ ମିଳିଛି । କଲେଜରେ ବିଭିନ୍ନ ଅବ୍ୟବସ୍ଥା ନେଇ ସ୍ଥାନୀୟ ଯୁବସମାଜସେବୀ ଜ୍ଞାନ ରଞ୍ଜନ ଦାସଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି । କଲେଜର ବିଭିନ୍ନ ଅବ୍ୟବସ୍ତାର ସମାଧାନ ପାଇଁ ଏହି ଧାରଣା ଜାରି ରହିଛି