Download Now Banner

This browser does not support the video element.

ଜମନକିରା: ଶିଶୁ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ଜମନକିରା ବ୍ଲକ ଅଫିସ ରେ ବ୍ଲକସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ

Jamankira, Sambalpur | Sep 6, 2025
ଜମନକିରା ବ୍ଲକ୍ ପ୍ରଶାସନ ପକ୍ଷରୁ ଏଡ୍.ଇଟ୍.ଆକ୍ସନ ଓ ୟୁନିସେଫର ସହାୟତା ରେ ଶନିବାର ଦିନ ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସ୍ବାଗତ ସମ୍ବର୍ଦ୍ଧନା ଦେଇ କାର୍ଯକ୍ରମ ଆରମ୍ଭ କରିଥିଲେ। ଏଡ.ଏଟ.ଆକ୍ସନ ର ଜିଲ୍ଲା ସଂଜୋଜିକା ଶ୍ରୀମତୀ ସୁନୀତା ତ୍ରିପାଠୀ ଜମନକିରା ବ୍ଲକ୍ ରେ ଥିବା ଅସହାୟ ଶିଶୁ ମାନଙ୍କର ତଥ୍ୟ ପ୍ରଦାନ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମହିମା ସାହୁ ଶିଶୁ ମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ପର୍କରେ ମତ ରଖିଥିଲେ।
Read More News
T & CPrivacy PolicyContact Us