Download Now Banner

This browser does not support the video element.

ଗୋବିନ୍ଦପୁର: ବାମରା ବ୍ଲକ ଛକ ର ଜଣକ ଘରୁ ନାଗ ସାପ ଉଦ୍ଧାର

Govindpur, Sambalpur | Sep 5, 2025
ବାମରା ବ୍ଲକ ଛକ ଅଞ୍ଚଳର ଜଣକ ଘରୁ ନାଗ ସାପ ଉଦ୍ଧାର ହୋଇ ଥିବା ଜଣାପଡିଛି। ସୂଚନା ଅନୁସାରେ ଗୋବିନ୍ଦପୁର ସ୍ଥିତ ବ୍ଲକ ଛକ, ବଜାଜ ସୋରୁମ୍ ପଛ ରେ ଥିବା ଜଣକ ଘରେ ଶୁକ୍ରବାର ରାତି ପ୍ରାୟ ୧୦ ଟା ସମୟରେ ଏକ ନାଗ ସାପ ପଶି ରହିଥିବା ବେଳେ ଏନେଇ ସେମାନେ ସର୍ପମିତ୍ର ଭୀଷ୍ମ ସେଠ୍ ଙ୍କୁ ସୂଚନା ଦେଇଥିଲେ। ଭୀଷ୍ମ ଉକ୍ତ ନାଗ ସାପ କୁ ସୁରକ୍ଷିତ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲ ରେ ଛାଡ଼ି ଥିବା ସୂଚନା ରହିଛି।
Read More News
T & CPrivacy PolicyContact Us