This browser does not support the video element.
ନୟାଗଡ ସଦର: ଖତିଆ ଠାରେ ବୋଲେରୋ ସହିତ ବାଇକ ଧକା,ଦୁଇ ଆହତ, ଭୁବନେଶ୍ୱର ସ୍ଥାନାନ୍ତର
Nayagarh Sadar, Nayagarh | Aug 31, 2025
ସୂଚନା ଅନୁଯାୟୀଆଜି ସକାଳ 7ଘଟିକା ସମୟ ରେ ଖତିଆଠାରେ ବୋଲେରୋ ସହିତବାଇକ ଧକା ଦୁଇ ଆହତ, ଗୁରୁତ୍ୱର ଅବସ୍ଥା ରେ ଭୁବନେଶ୍ୱର ସ୍ଥାନାନ୍ତର,ସୂଚନା ଅନୁସାରେ ଆଜି ସକାଳ ସମୟ ରେ କମସରଗଡ଼ ଗ୍ରାମ ର ରାମଚନ୍ଦ୍ର ନାୟକ, ଓ ମାଲିଝୋଲା ଗ୍ରାମ ର ମାଗି ନାୟକ, ଦୁଇ ଜଣ ସାଙ୍ଗ ହୋଇ ବାଇକ ରେ କାମ କରିବା ପାଇଁ ଯାଉଥିବା ବେଳେ ଖତିଆ ଠାରେ ରଣପୁର ପଟୁଏକ ବୋଲେରୋ ଦ୍ରୁତ ଗତିରେ ଆସି ବାଇକ କୁ ଧକା ଦେଇ ଥିଲା, ଫଳରେ ଦୁଇ ଜଣ ଆହତ ହୋଇ ରାସ୍ତା ଉପରେ ଛଟପଟ ହେଉଥିବା ବେଳେ କିଛି ସ୍ବେଛାସେବୀ ଦୁଇ ଜଣକୁ ଉଦ୍ଧାରକରୀ ଆମ୍ବୁଲାନ୍ସ ମାଧ୍ୟମ ରେ ନୟାଗଡ଼ ମୁଖ୍ୟ ଚିକତ୍ସା ଳୟ ରେ ଭର୍ତି କରିଥିଲେ, ଡାକ୍ତର