This browser does not support the video element.
ସୋନପୁର: ଗଡ଼ଯାତର ଅଧିଷ୍ଟାତ୍ରୀ ଦେବୀ ମାଁ ସୁରେଶ୍ୱରୀ ଆଜି ମହାଗୌରୀ ବେଶ ବେଶ ଧାରଣ କରି ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଉଛନ୍ତି।
Sonapur, Subarnapur (Sonepur) | Sep 29, 2025
ସୁବର୍ଣ୍ଣପୁର ଗଡ଼ଯାତର ଅଧିଷ୍ଟାତ୍ରୀ ଦେବୀ ମାଁ ସୁରେଶ୍ୱରୀ ଆଜି ମହାଗୌରୀ ବେଶ ବେଶ ଧାରଣ କରି ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଉଛନ୍ତି।ସୁବର୍ଣ୍ଣପୁରର ଗଡ଼ଜାତ ର ଅଧିଷ୍ଟାତ୍ରୀ ଦେବୀ ମାଁ ସୁରେଶ୍ୱରୀଙ୍କ ଆଜି ହେଉଛି ମହାଗୌରୀ ବେଶ । ଗତକାଲି ମାଁ କାଳରାତ୍ରୀ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଆସନ୍ତା କାଲି ମାଁ ସିଦ୍ଧିଦାତ୍ରୀ ବେଶ ଧାରଣ କରିବେ:ଏବେ ନବରାତ୍ର ପାଇଁ ପ୍ରତ୍ୟେକ ଦିନ ମାଁ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସକାଳୁ ସକାଳୁ ବଡିଭୋରରୁ ଦ୍ୱାରଫିଟା ପରେ ମାଙ୍କୁ ସୁବାଷିତ ଜଳରେ ସ୍ନାନ କରାଯାଇ ।