Download Now Banner

This browser does not support the video element.

ବରଗଡ: ସର୍କିଟ ହାଉସ ଠାରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଘେରିଲେ ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ

Bargarh, Bargarh (Baragarh) | Aug 26, 2025
ବରଗଡ଼ ଜିଲ୍ଲାରେ ଚାଷୀ ପଞ୍ଜିକରଣକୁ ନେଇ ସର୍କିଟ ହାଉସ ଠାରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଘେରିଲେ ବରଗଡ଼ ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ | ମଙ୍ଗଳବାର ସନ୍ଧ୍ୟା 5 ଘଣ୍ଟା ସମୟରେ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ସଂଯୁକ୍ତ କୃଷକ ସଂଗଠନର ଏକ ପ୍ରତିନିଧି ଦଳ | ଚାଷୀ ପଞ୍ଜିକରଣ ପ୍ରକ୍ରିୟାରେ ଅନେକ ଚାଷୀ ବାଦ ପଡ଼ିଥିବାରୁ ପଞ୍ଜିକରଣ ଅବଧି ବୃଦ୍ଧିକୁ ନେଇ ଦାବିପତ୍ର ପ୍ରଦାନ ସହ ଚାଷୀ ସମସ୍ୟା ନେଇ ଆଲୋଚନା କଲେ । ପୂର୍ବ ବର୍ଷ ଅପେକ୍ଷା ଚଳିତ ଖରିଫ ପଞ୍ଜିକରଣରେ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।
Read More News
T & CPrivacy PolicyContact Us